This browser does not support the video element.
ବୀରମହାରାଜପୁର: ଉଲୁଣ୍ଡା ସଦର ମାରୁତି କଲ୍ୟାଣମଣ୍ଡପ ଠାରେ ଜିଲ୍ଲା କଂଗ୍ରେସ ସଭାପତି ଚୟନ ପାଇଁ କଂଗ୍ରେସର ବୈଠକ ଅନୁଷ୍ଠିତ
Biramaharajpur, Subarnapur (Sonepur) | Sep 9, 2025
ଉଲୁଣ୍ଡା ସଦର ମାରୁତି କଲ୍ୟାଣମଣ୍ଡପ ଠାରେ ଆଜି ଅପରାହ୍ନ 2ଟା 30ମିନିଟ ପର୍ଯ୍ୟନ୍ତ ଜିଲ୍ଲା କଂଗ୍ରେସ ସଭାପତି ଚୟନ ପାଇଁ ବୈଠକ ଅନୁଷ୍ଠିତ ହୋଇଯାଇଛି l ବ୍ଲକ କଂଗ୍ରେସ ସଭାପତି ପ୍ରଭୁଡ଼ାତ ବସ୍ତିଆଙ୍କ ସଭାପତିତ୍ବରେ ଆୟୋଜିତ ବୈଠକ ରେ ପର୍ଯ୍ୟବେକ୍ଷକ ଭାବରେ ହରିୟାଣାର ପୂର୍ବତନ ବିଧାୟକ ଅମିତ୍ ସିହାଗ,ପିସିସି ପର୍ଯ୍ୟବେକ୍ଷକ ବାଂକା ନିଧି ବେହେରା ଏବଂ ସରୋଜ ପଢନ୍ ଯୋଗଦେଇ ବୈଠକ ର ଲକ୍ଷ ଓ ଉଦ୍ଦେଶ୍ୟ ଉପରେ ବୁଝାଇବା ସହ କର୍ମୀ ଏବଂ ନେଟ ମାନଙ୍କ ଠାରୁ ମତା ମତ୍ ଦିଲ୍ଲୀ ପଠାଇବା ପରେ ଜିଲ୍ଲା ସଭାପତି ଚୟନ କରାଯିବ ବୋଲି ପ୍ରକାଶ କରିଥିଲେ l ଏହି ଅବସରରେ ଏକ ଶୋଭାଯାତ୍ରା ସହର ପରିକ୍ର