Download Now Banner

This browser does not support the video element.

ଝାରସୁଗୁଡା: ୪୯ ନମ୍ବର ଜାତୀୟ ରାଜପଥ ବୁଢ଼ୀପଦର ନିକଟରେ ଆଶ ଗଦାରେ ଫସି ରହିଥିବା ଗାଈକୁ ଉଦ୍ଧାର କଲେ ସ୍ଥାନୀୟ ଗ୍ରାମବାସୀ

Jharsuguda, Jharsuguda | Aug 25, 2025
ଝାରସୁଗୁଡା ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥ ବୁଢ଼ୀପଦର ନିକଟରେ ଆଶ ଗଦା ହୋଇଥିବା ବେଳେ ଲଗାଣ ବର୍ଷାରେ ଏଥିରେ ଏକ ଗାଈ ଫସି ରହିଥିବା ନେଇ ଆଜି ସକାଳେ ଗ୍ରାମର କିଛି ଜନସାଧାରଣ ଦେଖିବାକୁ ପାଇଥିଲେ। ସୂଚନା ଅନୁଯାୟୀ ଗାଇଟି ଗତକାଲି ରାତି ଠାରୁ ଫସି ରହିଥିବା ବେଳେ ଆଜି ସକାଳ ଦଶଟା ସମୟରେ ସ୍ତାନୀୟ ଲୋକେ ଦେଖି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଏକ ଜେବିବି ସାହାଯ୍ୟରେ ଗାଈକୁ ଉଦ୍ଧାର କରି ଗାଈର ଚିକିତ୍ସା ପାଇଁ ଡାକ୍ତରଙ୍କୁ ଡାକି ଚିକିତ୍ସା କରାଇଥିବା ନେଇ ଜଣାପଡିଛି। ତେବେ ଆଶ ଗଦାରୁ ଗାଈକୁ ଉଦ୍ଧାର କରିବା ପାଇଁ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଅନେକ ପରିଶ୍ରମ କରିବାକୁ ପଡିଥିଲ
Read More News
T & CPrivacy PolicyContact Us