Download Now Banner

This browser does not support the video element.

ସୋନପୁର: ରାମପୁର ପୋଲିସକୁ ବଡ ସଫଳତା, ଗଂଜେଇ ଶହ ବ୍ରିଯା କାର ଜବତ, ଥାନାରେ ମାମଲା ରୁଜୁ

Sonapur, Subarnapur (Sonepur) | Oct 9, 2025
ସୂଚନା ଅନୁସାରେ ଗତକାଲି ସୁବର୍ଣ୍ଣପୁର ଜିଲ୍ଲା ରାମପୁର ପୋଲିସ କୌଣସି ସୂତ୍ରରୁ ଏକ ଧଳା ରଙ୍ଗର କାର ତରଭା ପଟରୁ ଦ୍ରୁତ ଗତିରେ ପଳାୟନ କରୁଥିବା ଖବର ପାଇଥିଲା ଏବଂ କାରରେ ଗଂଜେଇ ଯାଉଥିବା ସନ୍ଦେହ କରି, ଅନ୍ଧାରିବାଞ୍ଜି ନିକଟରେ ଜଗିରହିଥିଲା l ଉକ୍ତ କାରଟି ଦ୍ରୁତ ଗତିରେ ପଳାୟନ କରୁଥିବା ବେଳେ ରାମପୁର ପୋଲିସ ଉକ୍ତ କାର ର ପିଛା କରିଥିଲା l ତେବେ କାର ଟି ପୋଲିସ କବଳରୁ ବର୍ତ୍ତୀ ନପାରି ସାଲେପାଲି ଗ୍ରାମର ପୁରୁଣା ବନ୍ଧ ନିକଟରେ ଉକ୍ତ କାର ଚାଳକ କାରକୁ ଛାଡି ଘଟଣା ସ୍ଥଳରୁ ଫେରାର ମାରିଥିଲା l ରାମପୁର ପୋଲିସ ଉକ୍ତ ଗ
Read More News
T & CPrivacy PolicyContact Us