This browser does not support the video element.
ସୋନପୁର: ହରିହର ଜୋର୍ ଫାଣ୍ଡି ପକ୍ଷରୁ ରିଝେଇ ଦାଦର ଜଙ୍ଗଲରେ ଚଢାଉ ,500 କେଜି ମହୁଲ ପୋଚ ନଷ୍ଟ
Sonapur, Subarnapur (Sonepur) | Sep 13, 2025
ହରିହର ଜୋର୍ ଫାଣ୍ଡି ପକ୍ଷରୁ ଆଜି ଅପରାହ୍ନ 5ଟା ପର୍ଯ୍ୟନ୍ତ ରିଝେଇ ଦାଦର ଜଙ୍ଗଲରେ ଚଢାଉ କରି ବିପୁଳ ମାତ୍ରାରେ ମହୁଲ ପୋଚ ନଷ୍ଟ କରିଥିବା ଜଣାପଡିଛି l ସୂଚନା ଅନୁସାରେ ଉକ୍ତ ଜଙ୍ଗଲରେ ବେଆଇନ ଭାବରେ ମଦ ପ୍ରସ୍ତୁତ କରାଯାଇ ବାହାରକୁ ଚୋରା ଚାଲାଣ ହେଉଥିବା ଖବର ପାଇଁ ଫାଣ୍ଡି ଅଧିକାରୀ ବିଭୁଲେନ୍ଦ୍ର ବରାଳଙ୍କ ନେତୃତ୍ୱରେ ପୁଲିସ ଟିମ୍ ଉକ୍ତ ଜଙ୍ଗଲରେ ଚଢାଉ କରିଥିଲେ l ଚଢାଉ ବେଳେ ଉକ୍ତ ଜଙ୍ଗଲରୁ 500 କେଜି ମହୁଲ ପୋଛା ନଷ୍ଟ କରିଥିବା ଜଣାପଡିଛି l ତେବେ ଚୋରା ମଧ୍ୟ କାରବାର ରୋକିବା ପାଇଁ ଚଢାଉକୁ ଆହୁରି ଜୋରଦାର କରାଯିବ ବୋଲି ଫାଣ୍ଡି ଅଧିକାରୀ ସୂଚନା ଦେଇଛନ୍ତି l