Download Now Banner

This browser does not support the video element.

ଛତ୍ରପୁର: ଟାଟା ଷ୍ଟିଲ୍ ଓ୍ବାରର୍କର ସଂଘ ପକ୍ଷରୁ ଜଗନ୍ନାଥପୁର ଠାରେ ବ୍ରହ୍ମପୁର ସାଂସଦଙ୍କୁ ସମ୍ବର୍ଦ୍ଧନା

Chhatrapur, Ganjam | Aug 28, 2025
ଗଞ୍ଜାମ ଜିଲ୍ଲା ଟାଟା ଷ୍ଟିଲ ପ୍ଲାଣ୍ଟ ଓ୍ବାରର୍କର ସଂଘ ପକ୍ଷରୁ ଜଗନ୍ନାଥପୁର ଠାରେ ବ୍ରହ୍ମପୁର ସାଂସଦ ଡଃ ପ୍ରଦୀପ କୁମାର ପାଣିଗ୍ରାହୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି ।ନୂତନ ଭାବେ ସଂଘ ଗଠନ କରାଯାଇଥିବା ବେଳେ ସଂଘର ଉପଦେଷ୍ଟା ଓ ସମସ୍ତ କର୍ମକର୍ତ୍ତା ମାନେ ସାଂସଦ ଶ୍ରୀ ପାଣିଗ୍ରାହୀଙ୍କୁ ସମ୍ବର୍ଦ୍ଧନା ଦେଇଛନ୍ତି ।ଗୁରୁବାର ଅପରାହ୍ନରେ ଜଗନ୍ନାଥପୁର ସ୍ଥିତ କରୁଣା ଡାକବଙ୍ଗଳା ଠାରେ ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି।
Read More News
T & CPrivacy PolicyContact Us