Download Now Banner

This browser does not support the video element.

ଲକ୍ଷ୍ମୀପୁର: ପଞ୍ଚାୟତିରାଜ କର୍ମଚାରୀଙ୍କ ପାଇଁ ବାୟୋମେଟ୍ରିକ ହାଜିରା ବ୍ୟବସ୍ଥାକୁ ନେଇ ନାରାୟଣପାଟଣ ଠାରେ ସରକାରଙ୍କୁ ଧନ୍ୟବାଦ ଜଣାଇଲେ ବ୍ଲକ ଅଧ୍ଯକ୍ଷ

Lakshmipur, Koraput | Sep 7, 2025
ଗ୍ରାମାଞ୍ଚଳରେ ପରିଚାଳନାକୁ ସୁଦୃଢ଼ କରିବା ଓ କର୍ମଚାରୀଙ୍କ ମଧ୍ୟରେ ନିୟମିତତା ଓ ଉତ୍ତରଦାୟିତ୍ୱ ବଢ଼ାଇବା ପାଇଁ ଓଡ଼ିଶା ସରକାର ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ କାମ କରୁଥିବା ସମସ୍ତ କର୍ମଚାରୀଙ୍କ ପାଇଁ ବାୟୋମେଟ୍ରିକ୍ ଉପସ୍ଥାପନା ବାଧ୍ୟତାମୂଳକ କରିଛନ୍ତି। ଏ ନେଇ ଆଜି ଅପରାହ୍ନ ୪.୩୦ ସମୟରେ ନାରାୟଣପାଟଣା ଠାରେ ନାରାୟଣପାଟଣା ବ୍ଲକ ଚେୟାରମ୍ୟାନ ପ୍ରତିକ୍ରିୟା ଦେବା ସହ ସରକାରଙ୍କୁ ଧନ୍ଯବାଦ ଜଣାଇଛନ୍ତି।
Read More News
T & CPrivacy PolicyContact Us