Download Now Banner

This browser does not support the video element.

ଜୟପୁର: ABVP ପକ୍ଷରୁ ବିକ୍ରମ ଦେବ ୟୁନିଭର୍ସିଟି ଇନ୍ଚାର୍ଜ୍ ଭାଇସ୍ ଚାନ୍ସେଲରଙ୍କୁ ଲିଖିତ ଅଭିଯୋଗ ଏନେଇ ଛାତ୍ର ଛାତ୍ରୀ କଣ କହୁଛନ୍ତି ଶୁଣନ୍ତୁ

Jeypore, Koraput | Sep 12, 2025
ବିଭିନ୍ନ କଲେଜର ପରୀକ୍ଷା ଫଳାଫଳ ପ୍ରକାଶ କରିବା ଓ ପରୀକ୍ଷା ଖାତା ଦେଖାରେ ସମସ୍ୟା ଥିବା ଅଭିଯୋଗ ଆଣିଲେ ଛାତ୍ରଛାତ୍ରୀ। ଏନେଇ ABVP ପକ୍ଷରୁ ବିକ୍ରମ ଦେବ ୟୁନିଭର୍ସିଟି ଇନ୍ଚାର୍ଜ୍ ଭାଇସ୍ ଚାନ୍ସେଲରଙ୍କୁ ଆଜି ଅପରାହ୍ନ 1 ଘଣ୍ଟା ସମୟରେ ଲିଖିତ ଅଭିଯୋଗ କରାଯାଇଛି।
Read More News
T & CPrivacy PolicyContact Us