This browser does not support the video element.
ଖଲ୍ଲିକୋଟ୍: ଧରାକୋଟ ସାହି ଓ ବିଦ୍ୟୁତ୍ ପାୱାର ହାଉସ ଠାରେ ଆରମ୍ଭ ହୋଇଛି ଅଷ୍ଟମୀ ପୂଜା, ଶତାଧିକ ଭକ୍ତଙ୍କ ସମାଗମ
Khalikote, Ganjam | Sep 30, 2025
ପବିତ୍ର ଦଶହରା ପୂଜା ଅବସରରେ ଖଲ୍ଲିକୋଟ ସ୍ଥିତ ଧରାକୋଟ ସାହି ଓ ବିଦ୍ୟୁତ୍ ପାୱାର ହାଉସ ଠାରେ ଆରମ୍ଭ ହୋଇଛି ଅଷ୍ଟମୀ ପୂଜା । ମାଆଙ୍କ ଦର୍ଶନ ପାଇଁ ଶତାଧିକ ଭକ୍ତଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି ।ତେବେ ମଙ୍ଗଳବାର ରାତି ୧୦ ଟା ସମୟରେ ମାନସିକ ଧରିମାନେ ବିଭିନ୍ନ ବେଶରେ ନୃତ୍ୟ ପରିବେଷଣ କରୁଥିବା ବେଳେ ମାଆଙ୍କ ଦର୍ଶନ ପାଇଁ ଶତାଧିକ ଭକ୍ତ ଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି । ସେପଟେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ସ୍ଥାନୀୟ ପୋଲିସ ବିଭିନ୍ନ ଛକ ମାନଙ୍କରେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା ।