Download Now Banner

This browser does not support the video element.

ଯୋଡା: ଚମ୍ପୁଆ : ଯୋଡା ମାର୍କେଟ୍ ଠାରେ ମୁସଲମାନ ସମ୍ପ୍ରଦାୟର ପବିତ୍ର ଇଦ୍ ପର୍ବ ପାଳିତ

Joda, Kendujhar | Apr 11, 2024
ଚମ୍ପୁଆ : ଯୋଡା ମାର୍କେଟ୍ ଠାରେ ମୁସଲମାନ ସମ୍ପ୍ରଦାୟର ପବିତ୍ର ଇଦ୍ ପର୍ବ ପାଳିତ ଯୋଡ଼ା ସହରରେ ପବିତ୍ର ଇଦ୍ ପର୍ବ ପାଳିତ, ଆଜି ମୁସଲମାନ ସମ୍ପ୍ରଦାୟର ପବିତ୍ର ଇଦ୍ ପର୍ବ ଯୋଡ଼ା ସହର ମଧ୍ୟରେ ଧୁମଧାମରେ ପାଳନ କରା ଯାଉଛି। ଏନେଇ ଆଜି ସକାଳ ୮ ଘଟିକା ରୁ ପୂର୍ବାହ୍ନ ୯ .୩୦ ଘଟିକା ପର୍ଯ୍ୟନ୍ତ ମୁସଲମାନ ଭାଇମାନେ ସହରର ମୁଖ୍ୟ ମସଜିଦରେ ଏକତ୍ରିତ ହୋଇ ସାମୁହିକ ନମାଜ ପାଠ କରିବା ସହ ପ୍ରାର୍ଥନା କରିଥିଲେ। ନମାଜ ପାଠ ପରେ ସମସ୍ତେ ପରସ୍ପରକୁ ଆଲିଙ୍ଗନ କରି ପବିତ୍ର ଇଦ୍ ପର୍ବର ଶୁଭେଚ୍ଛା ଜଣାଇ ଥିଲେ। ଅନ୍ୟ ପକ୍ଷରେ ଇଦ୍ ପର୍ବକୁ ଦୃଷ୍ଟି ଆଗରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପ
Read More News
T & CPrivacy PolicyContact Us