Download Now Banner

This browser does not support the video element.

ବୀରମିତ୍ରପୁର: ନୂଆଗାଁ ବ୍ଲକର ଅଙ୍କୁରପାଲି ପଞ୍ଚାୟତରେ ଥିବା ଅଙ୍କୁରପାଲି ପଡ଼ିଆରେ ଫୁଟବଲ୍ ଚୁର୍ଣ୍ଣାମେଣ୍ଟ ଉଦଯାପିତ ।

Biramitrapur, Sundargarh | Sep 9, 2025
ନୂଆଗାଁ ବ୍ଲକର ଅଙ୍କୁରପାଲି ପଞ୍ଚାୟତରେ ଥିବା ଅଙ୍କୁରପାଲି ପଡ଼ିଆରେ ଫୁଟବଲ୍ ଚୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଏହି ଉଦଯାପିତ ଉତ୍ସବରେ ମୁଖ୍ୟଅତିଥି ଭାବେ ବୀରମିତ୍ରପୁର ବିଧାୟକ ରୋହିତ ଯୋଶେଫ ତିର୍କୀ ଯୋଗଦେଇଥିଲେ। ଏଥିରେ ସମ୍ମାନୀତ ଅତିଥିଭାବେ ବିଧାୟକ ପ୍ରତିନିଧି ସୁଲେମାନ କାଉଡ଼ିଆ ବିଜେଡ଼ି ବ୍ଲକ ସଭାପତି ପ୍ରକାଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମକୁ ଅଙ୍କୁରପାଲିର ଆତଖା ପାଡ଼ହା ୟୁଥ କମିଟି ଆୟୋଜନ କରିଥିଲେ।ଏଥିରେ ଲେଫ୍ରି ଭାବେ ଶନିକା ତିର୍କୀ, ଦିଲ୍ଲୀପ ତିର୍କୀ, ମଣ୍ଟୁ ତିର୍କୀ, ସୁରେଶ ତିର୍କୀ ପ୍ରମୁଖ ଉପସ୍ଥିତ ଥିଲେ।ବିଜୟୀ ଦଳକୁ ବିଧାୟକ ଦ୍ଵାରା ପ
Read More News
T & CPrivacy PolicyContact Us