Download Now Banner

This browser does not support the video element.

ଲକ୍ଷ୍ମୀପୁର: ଲକ୍ଷ୍ମୀପୁର ବ୍ଲକ୍ ସମ୍ମୁଖରେ କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ଧାରଣା ଷଷ୍ଠ ଦିନରେ

Lakshmipur, Koraput | Sep 27, 2025
ଲକ୍ଷ୍ମୀପୁର ବ୍ଲକ୍ କାର୍ଯ୍ୟାଳୟ ପରିଶରରେ ମିଶନ ଶକ୍ତି ବିଭାଗର କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କର ସ୍ଥାୟୀ ଦରମା ଦାବି କରି ଦେଇଥିବା ଧାରଣା ଆଜି ଷଷ୍ଠ ଦିନରେ ପହଁଚିଛି।ବ୍ଲକ୍ ର ୧୩ ଗୋଟି ପଞ୍ଚାୟତରେ କାର୍ଯ୍ୟରତ ଶତାଧିକ କମୁ୍ୟୁନିଟି ସପୋର୍ଟ ଷ୍ଟାଫ ଧାରଣାରେ ଯୋଗ ଦେଇ ସ୍ଥାୟୀ ନିଯୁକ୍ତି ଓ ସ୍ଥାୟୀ ଦରମା ଦାବି କରି ବିଭିନ୍ନ ନାରାବାଜି କରୁଥିବା ଦେଖିବାକୁ ମିଳିଛି।
Read More News
T & CPrivacy PolicyContact Us