This browser does not support the video element.
ବୀରମହାରାଜପୁର: ଦେଉଲମୁଣ୍ଡା ଗ୍ରାମ ନିକଟରୁ ରକ୍ତାକ୍ତ ଅବସ୍ଥାରେ ଜଣେ ବ୍ୟକ୍ତି ଉଦ୍ଧାର, ବିରମହାରାଜପୁର ଡାକ୍ତର ଖନାରେ ଭର୍ତି
Biramaharajpur, Subarnapur (Sonepur) | Aug 24, 2025
ବୀରମହାରାଜପୁରରେ ଥାନା ଅନ୍ତର୍ଗତ ଦେଉଲମୁଣ୍ଡା ଗ୍ରାମ ନିକଟରୁ ଆଣି ଅପରାହ୍ନ ପ୍ରାୟ 5ଟା ସମୟରେ ରକ୍ତାକ୍ତ ଅବସ୍ଥାରେ ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଛି l ସୂଚନା ଅନୁସାରେ ଜଣେ ଅପରିଚିତ ବ୍ୟକ୍ତି ରକ୍ତାକ୍ତ ଅବସ୍ଥାରେ ଉକ୍ତ ଗାଁ ନିକଟରେ ପଡ଼ିଥିଲେ l ସ୍ଥାନୀୟ ଲୋକେ ବ୍ୟକ୍ତି ଜଣକ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖି ଆମ୍ବୁଲାନ୍ସକ ଖବର ଦେଇଥିଲେ l ଗ୍ରାମବାସୀଙ୍କ ସହଯୋଗ ରେ ବ୍ୟକ୍ତିଙ୍କୁ ବୀରମହାରାଜପୁରରେ ଡାକ୍ତର ଖନକୁ ପଠାଇ ଦେଇଥିଲେ l ତେବେ ବ୍ୟକ୍ତିଙ୍କ ପରିଚୟ ମିଳିନଥିବା ବେଳେ ତାଙ୍କ ଶରୀରଟି ରକ୍ତରେ ଭିଯି ଯାଇଥିବା ବେଳେ କାରଣ ଅସ୍ପଷ୍ଟ ରହିଛି l ବର୍ତମାନ ପର୍ଯ୍