This browser does not support the video element.
କୁଚିଣ୍ଡା: ଲାଡ ଗ୍ରାମରେ ପ୍ରଧାନମନ୍ତ୍ରୀ ଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୋଗ ଦେଲେ ମନ୍ତ୍ରୀ
Kochinda, Sambalpur | Sep 28, 2025
କୁଚିଣ୍ଡା ବ୍ଲକ ବାକ୍ସମା ପଞ୍ଚାୟତ ଅନ୍ତର୍ଗତ ଲାଡ ଗ୍ରାମରେ ମନ୍ତ୍ରୀ ରବି ନାଏକ ଯୋଗ ଦେଇ ପ୍ରଧାନମନ୍ତ୍ରୀ ଙ୍କ ମନ୍ କି ବାତ୍ ଶୁଣିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ପ୍ରେରଣାଦାୟକ ଶହେ ୨୬ତମ "ମନ୍ କି ବାତ୍" କାର୍ଯ୍ୟକ୍ରମ ଅବସର ରେ ରବିବାର ଦିନ ଲାଡ ଗ୍ରାମର ନାମଯଜ୍ଞ ମଣ୍ଡପ ଠାରେ ସ୍ଥାନୀୟ କାର୍ଯ୍ୟକର୍ତ୍ତାମାନଙ୍କ ସହ ମନ୍ତ୍ରୀ ରବି ନାରାୟଣ ନାଏକ ଯୋଗ ଦେଇ ଲୋକଙ୍କୁ ଉତ୍ସାହିତ କରିବା ସହ ଉକ୍ତ କାର୍ଯ୍ୟକ୍ରମ ଦେଶବାସୀଙ୍କୁ ଏକତ୍ର କରିବା ସହ ନୂଆ ଶକ୍ତି ଓ ଉତ୍ସାହ ପ୍ରଦାନ କରେ ବୋଲି ନିଜ ବକ୍ତବ୍ୟ ରେ କହିଥିଲେ।