Download Now Banner

This browser does not support the video element.

ଜି ଉଦୟଗିରି: ନନ୍ଦଗିରି ନିକଟ ମୁଖ୍ୟ ରାସ୍ତାରେ ବୁଲୁଅଛି ଦୁଇଟି ଜଙ୍ଗଲୀ ଦନ୍ତା ହାତୀ, ଲୋକେ ଭୟଭୀତ. ରାତିରେ ରାସ୍ତାରେ ଥିବାରୁ ଯାତାୟତ ବାଧାପ୍ରାପ୍ତ

G Udayagiri, Kandhamal | Sep 3, 2025
ନନ୍ଦଗିରି ନିକଟ ମୁଖ୍ୟ ରାସ୍ତାରେ ବୁଲୁଅଛି ଦୁଇଟି ଜଙ୍ଗଲୀ ଦନ୍ତା ହାତୀ, ଲୋକେ ଭୟଭୀତ. ରାତିରେ ରାସ୍ତାରେ ଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା. କିଛି ଦିନ ବ୍ୟବଧାନ ପରେ ପୁଣି ଦନ୍ତା ହାତୀ ଦେଖି ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି.
Read More News
T & CPrivacy PolicyContact Us