Download Now Banner

This browser does not support the video element.

ଜି ଉଦୟଗିରି: କନ୍ଧମାଳ ଜିଲ୍ଲା କୃଷି ଓ କୃଷକ ସୁରକ୍ଷା ମଞ୍ଚ ପକ୍ଷରୁ ଶୋକ ସଭା ଅନୁଷ୍ଠିତ

G Udayagiri, Kandhamal | Sep 1, 2025
କନ୍ଧମାଳ ଜିଲ୍ଲା କୃଷି ଓ କୃଷକ ସୁରକ୍ଷା ମଞ୍ଚ ତରଫରୁ ଦିଆ ଯାଇଥିବା ଧାରଣା ଅଷ୍ଟମ ଦିନରେ ପହଂଚି ଥିବା ବେଳେ ଜି ଉଦୟଗିରି ନିକଟସ୍ଥ କତିଙ୍ଗିଆ ର ୩୫ ବର୍ଷୀୟ ଯୁବକ ଶିବାନନ୍ଦ ପ୍ରଧାନଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହେବା ଘଟଣା କୁ ନେଇ ଅଂଚଳ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ଧାରଣା ସଭାରେ ତାଙ୍କର ଆମର ଆତ୍ମା ର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଛି।ଯୁବକ କେରଳର ଏର୍ଣ୍ଣାକୁଲମ ସହରରେ ଦାଦନ କାମ କରି ନିଜର ଜୀବନ ଜୀବିକା ପାଇ ଭିଟାମାଟି ଛାଡି ବହୁତ ଦିନ ହେଲା କାମ କରୁଥିଲେ।
Read More News
T & CPrivacy PolicyContact Us