This browser does not support the video element.
ଲୋଇସିଂହା: ଲୋଇସିଂହାକୁ NAC ମାନ୍ୟତା ବିକାଶ ଯାତ୍ରାରେ ସ୍ୱର୍ଣ୍ଣିମ ଅଧ୍ୟାୟ
Loisinga, Balangir | Aug 31, 2025
ଲୋଇସିଂହାକୁ NAC ମାନ୍ୟତା – ବିକାଶ ଯାତ୍ରାରେ ସ୍ୱର୍ଣ୍ଣିମ ଅଧ୍ୟାୟ ବଲାଙ୍ଗୀର ଜିଲ୍ଲାର ଲୋଇସିଂହାକୁ "ବିଜ୍ଞାପିତ ଅଞ୍ଚଳ ପରିଷଦ" (NAC) ମାନ୍ୟତା ମିଳିବା ପରେ ଆଜି ରାତି 7ଟା ସମୟରେ ଏଠାରେ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା। ସ୍ଥାନୀୟ ବିଧାୟକ ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଯୋଗଦେଇ ଅଞ୍ଚଳବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହି ନିଷ୍ପତ୍ତି ପାଇଁ ଅଞ୍ଚଳବାସୀ ପ୍ରଧାନମନ୍ତ୍ରୀ Narendra Modi, ମୁଖ୍ୟମନ୍ତ୍ରୀ Mohan Charan Majhi ଓ ନଗର ଉନ୍ନୟନ ମନ୍ତ୍ରୀ Dr. Krushna Chandra Mahapatraଙ୍କୁ କୃତଜ୍ଞତା ବ୍ୟକ୍ତ କରିଛନ୍ତି। NAC ମାନ୍ୟତା, ଲୋଇସିଂହା ସହ