Download Now Banner

This browser does not support the video element.

ପୁରୀ ମ୍ୟୁନିସିପାଲଟି: ମହାପ୍ରଭୁଙ୍କ ଲାଗି ତୁଳସୀକୁ ଅସମ୍ମାନ,ତୁଳସୀ ଟିକେ ପାଇଲେ ମହାପ୍ରଭୁଙ୍କୁ ପାଇବା ଭଳି ଭକ୍ତଟିଏଅନୁଭବ କରେ ସେଇ ତୁଳସୀ ଆଜି ଡଷ୍ଟପିନରେ ପଡୁଛି

Puri M, Puri | Sep 1, 2025
ମହାପ୍ରଭୁଙ୍କ ଲାଗି ତୁଳସୀକୁ ଅସମ୍ମାନ। ତୁଳସୀ ଟିକେ ପାଇଲେ ମହାପ୍ରଭୁଙ୍କୁ ପାଇବା ଭଳି ଭକ୍ତଟିଏ ଅନୁଭବ କରେ ସେଇ ତୁଳସୀ ଆଜି ଡଷ୍ଟପିନରେ ପଡୁଛି। ପାଣି ବୋତଲ, ଥଣ୍ଡା ପାନୀୟର ପ୍ୟାକେଟ ଆଉ ଛେପ ଖଙ୍କାର ଆଦି ବିଭିନ୍ନ ପ୍ରକାରର ବର୍ଜ୍ୟବସ୍ତୁ ପକାଯାଉଛି ସେଥିରେ ମହାପ୍ରଭୁଙ୍କ ଦୁର୍ମୁଲ୍ଯ ତୁଳସୀକୁ ଫିଙ୍ଗୁଛି ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀମନ୍ଦିରରୁ ବାହାରୁଥିବା ମହାପ୍ରଭୁଙ୍କ ଲାଗି ତୁଳସୀ ଭକ୍ତମାନେ କେଉଁଠି ପକାଇବେ ଆଉ ସଫେଇ କର୍ମଚାରୀ ମାନେ କେଉଁଠି ପକାଇବେ ଉଚିତ୍ ବ୍ୟବସ୍ଥା କରିବା ଉଚିତ ନୁହେଁ କି?
Read More News
T & CPrivacy PolicyContact Us