This browser does not support the video element.
ଛତ୍ରପୁର: ବ୍ରହ୍ମପୁରରେ ପୂର୍ଣ୍ଣାଙ୍ଗ ବିମାନ ବନ୍ଦର କାର୍ଯ୍ୟକ୍ଷମ ନେଇ RDC ଙ୍କ କାର୍ଯ୍ୟାଳୟରେ ସମୀକ୍ଷା ବୈଠକ, ପ୍ରତିକ୍ରିୟା ରଖିଲେ ଆରଡିସି
Chhatrapur, Ganjam | Sep 2, 2025
ବ୍ରହ୍ମପୁର ଏୟାରପୋର୍ଟକୁ ନେଇ ବ୍ରହ୍ମପୁର ଠାରେ ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତକଂ ସମୀକ୍ଷା ବୈଠକ।RDC ଙ୍କ କାର୍ଯ୍ୟାଳୟରେ ସମୀକ୍ଷା ବୈଠକ ଅନୁଷ୍ଠିତ। ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିବା ବେଳେ ଜାନୁଆରୀ ସୁଦ୍ଧା କାର୍ଯ୍ୟ ଶେଷ ପାଇଁ ସବୁ ବିଭାଗକୁ ଦିଆଯାଇଛି ଡେଡ୍ ଲାଇନ୍। ସମସ୍ତ ବିଭାଗର ସହଯୋଗରେ ପୂର୍ଣ୍ଣାଙ୍ଗ ବିମାନ ବନ୍ଦର କାର୍ଯ୍ୟକ୍ଷମ ନେଇ ଆଲୋଚନା ହୋଇଛି ।ବୈଠକ ଶେଷ ପରେ ମଂଗଳବାର ଅପରାହ୍ନରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଲେ RDC ସଂଗ୍ରାମ କେଶରୀ ମହାପାତ୍ର ।