Download Now Banner

This browser does not support the video element.

ସୁକିନ୍ଦା: ଓସ୍ତପାଳ ଗ୍ରାମ ପାଖ ରାସ୍ତାରେ ବାଇକ ଦୁର୍ଘଟଣାରେ ଯୁବକ ଗୁରୁତର ,କଟକ ସ୍ଥାନାନ୍ତର

Sukinda, Jajpur | Sep 29, 2025
ଓସ୍ତପାଳ ଗ୍ରାମ ପାଖ ରାସ୍ତାରେ ଏକ ବାଇକ ଦୁର୍ଘଟଣାରେ ସ୍ଥାନୀୟ ବାସିନ୍ଦା ଯୁବକ ରବି ମହାକୁଡ଼ଙ୍କ ଗୋଡ଼ରେ ଗଭୀର ଆଘାତ ଲାଗି ଗୁରୁତର ହୋଇଯାଇଥିଲେ । ତାଙ୍କୁ ତାଙ୍କର ପରିବାର ବର୍ଗଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ସୁକିନ୍ଦା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ପରେ ରବିବାର ରାତି 11 ଘଟିକା ସମୟରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।
Read More News
T & CPrivacy PolicyContact Us