Download Now Banner

This browser does not support the video element.

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଲକ୍ଷ୍ମୀ ଏଣ୍ଟରପ୍ରାଇଜେସ ଗ୍ୟାସ ଏଜେନ୍ସି ଉପରେ ଚଢ଼ାଉ

Khordha, Khordha | Aug 30, 2025
ଜିଲ୍ଲା ଯୋଗାଣ କାର୍ଯ୍ୟାଳୟ ପକ୍ଷରୁ ଲକ୍ଷ୍ମୀ ଏଣ୍ଟରପ୍ରାଇଜେସ ଗ୍ୟାସ ଏଜେନ୍ସି ଉପରେ ଚଢ଼ାଉ କରାଯାଇଛି । ବିଭିନ୍ନ ଅଭିଯୋଗ ଓ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ପାଇ ଖୋର୍ଦ୍ଧା ଯୋଗାଣ ଅଧିକାରୀ ଜ୍ଞାନେନ୍ଦ୍ରୀୟ ମିଶ୍ରଙ୍କ ନେତୃତ୍ୱରେ ବିଭାଗୀୟ ଅଧିକାରୀମାନେ ପ୍ରଥମେ ଆଇଆରସି ଭିଲେଜସ୍ଥିତ ଲକ୍ଷ୍ମୀ ଏଣ୍ଟରପ୍ରାଇଜେସ ଗ୍ୟାସ ଏଜେନ୍ସି କାର୍ଯ୍ୟାଳୟରେ କାଗଜପତ୍ର ଯାଞ୍ଚ କରିଥିଲେ ।ଏଥିରେ ତ୍ରୁଟି ପରିଲକ୍ଷିତ ହେବାରୁ ସିଜୁଆଠାରେ ଥିବା ଏହାର ଡିପୋ ଉପରେ ଅଚାନକ ଚଢ଼ାଉ କରିବା ପରେ ଏଠାରେ ଉଭୟ ଡୋମେଷ୍ଟିକ ଓ କମର୍ସିଆଲ ସିଲିଣ୍ଡର ଅଧିକ ଥିବାର ଜଣାପଡ଼ିଥିଲା ।
Read More News
T & CPrivacy PolicyContact Us