Download Now Banner

This browser does not support the video element.

ଝାରସୁଗୁଡା: ଗଣେଶ ପୂଜା ଭଷାଣି ବେଳେ ଗଣ୍ଡଗୋଳକୁ ନେଇ ଝାରସୁଗୁଡ଼ା ରେଲୱେ କଲୋନୀ ଅଞ୍ଚଳରେ ଗୁଳିମାଡ଼

Jharsuguda, Jharsuguda | Sep 7, 2025
ଗଣେଶ ପୂଜା ଭଷାଣି ବେଳେ ଗଣ୍ଡଗୋଳକୁ ଝାରସୁଗୁଡ଼ା ରେ ଗୁଳିମାଡ଼। ସୂଚନା ଅନୁଯାୟୀ ଝାରସୁଗୁଡା ରେଲୱେ କଲୋନୀ ଅଞ୍ଚଳରେ ରହୁଥିବା ଦଶରଥ ସୁନା ଙ୍କ ଘରେ ଗତ ବିଳମ୍ବିତ ରାତି ପ୍ରାୟ ଦୁଇଟା ତିରିଶ ସମୟରେ 6 ରାଉଣ୍ଡ ଗୁଳିମାଡ଼ ହୋଇଛି। ପୂର୍ବ ଶତ୍ରୁତା କୁ ନେଇ ଗୁଳିମାଡ଼ ହୋଇଥିବା ଅନୁମାନ କରାଯାଉଛି। ତେବେ ଘରକବାଟ ଗୁଳି ବାଜିଥିବା ବେଳେ ପରିବାର ଲୋକେ ଅଳ୍ପକେ ବର୍ତିଯାଇଛନ୍ତି। ଗୁଳି ମାଡ଼ କରି ଘଟଣାସ୍ଥଳରୁ ଦୁର୍ବୃତ୍ତ ଫେରାର ହୋଇଯାଇଥିବା ଜଣାପଡିଛି। ଝାରସୁଗୁଡା ରେଳବାଇ ଜିଆରପି ପୋଲିସ ର ଛନ ଭିନ ସମୟରେ ଘଟଣାସ୍ଥଳରୁ 6 ରାଉଣ୍ଡ ର ଖୋକା ଜବତ କରିଥିବା ସୂଚନା ମିଳିଛି।
Read More News
T & CPrivacy PolicyContact Us