Download Now Banner

This browser does not support the video element.

ଧର୍ମଶାଳା: ତାରିଣୀ ଛକ ନିକଟରେ ବିଦ୍ୟୁତ ଆଘାତରେ ଡ୍ରାଇଭରଙ୍କ ମୃତ୍ୟୁ

Dharmasala, Jajpur | Sep 9, 2025
ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ଥାନା ଅଧିନ ତାରିଣୀ ଛକ ନିକଟରେ ଏକ ଅଭାବନୀୟ ଘଟଣା ଘଟି କଟକ ଜିଲ୍ଲା ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ଗୋବରା ରାଜବଲ୍ଲଭପୁର ଗ୍ରାମର ବାସିନ୍ଦା 42 ବର୍ଷୀୟ ସୁଦାମ ଚନ୍ଦ୍ର ଗୋଛିଙ୍କର୍ ମୃତ୍ୟୁ ହୋଇଛି । ଖବର ପାଇ ଜେନାପୁର ପୋଲିସ ମେଡ଼ିକାଲ ରେ ପହଞ୍ଚି ମୃତ ଦେହକୁ ଜବତ କରି ଏନେଇ ଏକ ୩୧୬/୨୫ ମାମଲା ରୁଜ୍ଜୁ କରି ଶବ ବ୍ୟବଚ୍ଛେଦ ପରେ ମଙ୍ଗଳବାର ଦିବା 2 ଘଟିକା ସମୟରେ ପରିବାର ବର୍ଗଙ୍କୁ ସବ ହସ୍ତାନ୍ତର କରି ଘଟଣାର ତଦନ୍ତ ଜାରି ରହିଛି ପୋଲିସ ।
Read More News
T & CPrivacy PolicyContact Us