Download Now Banner

This browser does not support the video element.

ସଦର: ପଶ୍ଚିମ ଓଡ଼ିଶାର କୃଷି ଭିତ୍ତୀକ ଗଣପର୍ବ ନୁଆଁଖାଇ ଉପଲକ୍ଷେ କଳାହାଣ୍ଡିରେ ମହାଆଡମ୍ବରେ ପାଳନ,ସ୍ଥାନୀୟ ବାସିନ୍ଦାଙ୍କ ପ୍ରତିରିୟା

Sadar, Kalahandi | Aug 28, 2025
ପଶ୍ଚିମ ଓଡ଼ିଶାର କୃଷି ଭିତ୍ତୀକ ଗଣପର୍ବ ନୁଆଁଖାଇ ଉପଲକ୍ଷେ କଳାହାଣ୍ଡି.ରେ ବଡ ଆଡମ୍ବର ରେ ପାଳନ l ସମଗ୍ର ପଶ୍ଚିମ ଓଡ଼ିଶା ପରି ଆଜି କଳାହାଣ୍ଡି ଜିଲ୍ଲାରେ ମଧ୍ୟ ପାଳନ ହେଉଛି ମହାନ ଗଣ ପର୍ବ ନୁଆଁଖାଇ । ଘରେ ଘରେ ଖିରିପିଠା ରେ ମହକି ଯାଉଛି ପରିବେଶ । ସ୍ନେହ ସଂପର୍କ ଓ ଭାଇଚାରାର ସନ୍ଦେଶ ଦେଇ ଚାଲିଛି ଏହି ନୁଆଁଖାଇ ।
Read More News
T & CPrivacy PolicyContact Us