Install App
khabr.malyabanta
This browser does not support the video element.
ମାଲକାନଗିରି: ଜିଲ୍ଲା ପୋଲିସ କାର୍ଯ୍ୟାଳୟ ରେ ଫିଟ ଇଣ୍ଡିଆ ର ପ୍ରଚାର ପାଇଁ ସାଇକେଲ ସଚେତନତା ଯାତ୍ରା ଅନୁଷ୍ଠିତ
Malkangiri, Malkangiri | Aug 24, 2025
ମାଲକାନଗିରି ଜିଲ୍ଲାରେ ଲୋକଙ୍କୁ ଫିଟ ଇଣ୍ଡିଆକୁ ନେଇ ଲୋକଙ୍କୁ ସଚେତନ କରାଇବା ଲାଗି ଜିଲ୍ଲା ପୋଲିସ ପକ୍ଷରୁ ସାଇକେଲ ସଚେତନତା ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ଜିଲ୍ଲା ଏସ୍ପିଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
Share
Read More News
T & C
Privacy Policy
Contact Us
Your browser does not support JavaScript!