Download Now Banner

This browser does not support the video element.

ଢେଙ୍କାନାଳ ସଦର: ହଳଦିଆ ବାହାଳ ନିକଟ କେନାଲରେ ଫସିଗଲା ଦନ୍ତା

Dhenkanal Sadar, Dhenkanal | Sep 7, 2025
ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ହଳଦିଆ ବାହାଳ ଗ୍ରାମ ନିକଟ କେନାଲରେଏକ ଦନ୍ତାହାତୀ ଫସି ଯାଇଥିଲା । ଦନ୍ତା ହାତୀଟି ବାରମ୍ବାର କେନାଲରୁ ବାହାରିବା ପାଇଁ ଚେଷ୍ଟାକରି ଶେଷରେ ସଫଳ ହୋଇ କେନାଲରୁ ଉଠି ସିଧାସଳଖ ଜଙ୍ଗଲ ମୁହାଁ ହୋଇଥିଲା ।
Read More News
T & CPrivacy PolicyContact Us