This browser does not support the video element.
ରେଢାଖୋଲ: ବ୍ଳକ କାର୍ଯ୍ୟାଳୟର ସଭାଗୃହରେ ଜିଲ୍ଲାପାଳ ଓ ଏସ୍ପିଙ୍କ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ
Rairakhol, Sambalpur | Aug 25, 2025
ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଳକ କାର୍ଯ୍ୟାଳୟର ସଭାଗୃହରେ ସୋମବାର ସକାଳେ ସମ୍ବଲପୁର ଜିଲ୍ଲାପାଳ ଓ ଏସ୍ପିଙ୍କ ଜୁଗ୍ମ ଜନ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୋଟ ୭୨ ଟି ଅଭିଯୋଗ ହୋଇଥିଲା ସେଥିରୁ ୧୪ ଟି ଗୋଷ୍ଠୀ ଗତ ସମସ୍ୟା ହୋଇଥିବା ବେଳେ ୫୮ ଟି ବ୍ୟକ୍ତିଗତ ସମସ୍ୟା ଅଭିଯୋଗ ହୋଇଥିଲା । ସେଠାରେ ୧୫ ଟି ସମସ୍ୟାର ସମାଧାନ କରାଯାଇଥିଲା । ଏଥିରେ ରାସନ୍ କାର୍ଡ , ଘରଡିହ ପଟ୍ଟା , ପାନୀୟ ଜଳ, ବିଦ୍ୟୁତ ସମସ୍ୟା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ଅଭିଯୋଗ ହୋଇଥିଲା । ପ୍ରକଳ