Install App
santosh0986416
This browser does not support the video element.
ନର୍ଲା: ନର୍ଲା ଅଞ୍ଚଳରେ ୟୁରିଆ ସାର ନିଅଣ୍ଟ ସମବାୟ ସମିତି ନର୍ଲା ଠାରେ ଚାଷୀ ମାନଙ୍କ ଲମ୍ବା ଭିଡ଼।ପ୍ରଶାସନ ପକ୍ଷରୁ ଏକ ତଦନ୍ତ କାରୀ ଟିମ୍ ର ତଦନ୍ତ
Narala, Kalahandi | Sep 8, 2025
ଆଜି ସୋମବାର ସକାଳ ଆଠ ଘଣ୍ଟା ସମୟରୁ ସଂଧ୍ୟା ଛଅ ଘଣ୍ଟା ପର୍ଯ୍ୟନ୍ତ ନର୍ଲା ଅଞ୍ଚଳରେ ୟୁରିଆ ସାର ନିଅଣ୍ଟ ହେବା ଫଳରେ ଆଜି ସମବାୟ ସମିତି ନର୍ଲା ଗୋଦାମ ଠାରେ ଚାଷୀ ମାନଙ୍କ ଲମ୍ବା ଧାଡ଼ି ରହିଥିଲା ଓ ୟୁରିଆ ସାର କଳା ବଜାରି ରୋକିବା ପାଇଁ ଏକ ତଦନ୍ତ କାରୀ ଟିମ୍ ଗଠନ କରଯାଇଥିଲା ଓ ବିକ୍ରୟ କେନ୍ଦ୍ର ଗୁଡିକ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି
Share
Read More News
T & C
Privacy Policy
Contact Us
Your browser does not support JavaScript!