Download Now Banner

This browser does not support the video element.

ଫୁଲବାଣୀ ସହର: ସଲାଗୁଡା ପଞ୍ଚାୟତ ରେ ବିଦ୍ୟୁତ୍ ବିଲ୍ ନାଁରେ ଶୋଷଣ ଅଭିଯୋଗ

Phulabani Town, Kandhamal | Sep 7, 2025
ବିଦ୍ୟୁତ୍ ବିଲ୍ ନାଁରେ ଶୋଷଣ ଅଭିଯୋଗ ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ସଲା ଗୁଡା ପଞ୍ଚାୟତରେ ବିଦ୍ୟୁତ୍ ବିଲ୍ ନାଁରେ ଗରିବଙ୍କୁ ଶୋଷଣ କରା ଯାଉଥିବା ଅଭିଯୋଗ ହେଉଛି। କମ୍ ବିଦ୍ୟୁତ୍ ବ୍ୟବହାର କରି ମଧ୍ୟ ଅଧିକା ଟଙ୍କା ବିଲ୍ ଉଠୁ ଥିବା ଅଭିଯୋଗ କରିଛନ୍ତି ଡ଼ାଅଂସ ପାଲି ଓ ବାକେପଙ୍ଗା ଗ୍ରାମବାସୀ। ଡା ଅଂସ ପାଲି ଗ୍ରାମର ସୁବଙ୍ଗି ଦିଗାଲ ଙ୍କ କହିବା ଅନୁଯାୟୀ, ତାଙ୍କ ଘରେ ବିଦ୍ୟୁତ୍ ସଂଯୋଗ କରା ଯାଇ ନ ଥିଲା। ବିଦ୍ୟୁତ୍ ସଂଯୋଗ କରିବା ତିନି ଦିନ ପରେ ତାଙ୍କ ନିକଟକୁ ଦଶ ହଜାର ଟଙ୍କା ର ବିଲ୍ ଆସିଲା। ଏଥି ନେଇ ବିଭାଗୀୟ ଅଧିକାରୀ
Read More News
T & CPrivacy PolicyContact Us