Download Now Banner

This browser does not support the video element.

ଜଗତସିଂହପୁର: ପାଞ୍ଚଦଫା ଦାବି ନେଇ ପାରାଦ୍ୱୀପସ୍ଥିତ ପିଆଇସିଟି ଗେଟ ସମ୍ମୁଖରେ ଧାରଣା ଦେଲେ ଶତାଧିକ ଶ୍ରମିକ

Jagatsinghapur, Jagatsinghpur | Sep 9, 2025
ପାଞ୍ଚଦଫା ଦାବିନେଇ ପାରାଦ୍ୱୀପସ୍ଥିତ ପିଆଇସିଟି ଗେଟ ସମ୍ମୁଖରେ ଶ୍ରମିକମାନଙ୍କ ଧାରଣା । ଆଜି ଦିନ ୧୧ ଟା ସମୟରୁ ଦିନ ୪ ଟା ପର୍ୟ୍ଯନ୍ତ କମ୍ପାନୀର ଗେଟ ଆଗରେ ଶ୍ରମିକମାନେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି । ଛଟେଇ ଶ୍ରମିକଙ୍କୁ ପୁନଃନିଯୁକ୍ତି, ଦରମା ବୃଦ୍ଧି ଆଦି ୬ ଦଫା ଦାବିନେଇ ଶ୍ରମିକମାନେ ଧାରଣାରେ ବସିରହିଥିବା ଦେଖିବାକୁ ମିଳିଛି ।
Read More News
T & CPrivacy PolicyContact Us