Install App
bargarhdist.news
This browser does not support the video element.
ବରଗଡ: ସକାଳ 8 ଟାରୁ ଦିବା 11 ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବରଗଡ଼ ସହରରେ ବିଦ୍ୟୁତ ସେବା ବନ୍ଦ ରହିବା ନେଇ ଜରୁରୀ ସୂଚନା ଦେଲା ବିଦ୍ୟୁତ ବିଭାଗ
Bargarh, Bargarh (Baragarh) | Sep 4, 2025
ବରଗଡ଼ ସହରର ସମ୍ପୂର୍ଣ ଏରିଆରେ ବିଦ୍ୟୁତ କାଟକୁ ନେଇ ଗୁରୁବାର ସକାଲ 6 ଘଣ୍ଟା ସମୟରେ ଜରୁରୀ ସୂଚନା ପ୍ରଦାନ କଲା ବିଦ୍ୟୁତ ବିଭାଗ | ବରଗଡ଼ ସହରରେ ବିଦ୍ୟୁତ କାର୍ଯ୍ୟର ରାକ୍ଷଣା ଭେକ୍ଷଣ ପାଇଁ ଆଜି ସକାଳ 8 ଘଣ୍ଟା ସମୟରୁ ଦିବା 11 ଟା ପର୍ଯ୍ୟନ୍ତ ବିଦ୍ୟୁତ ସେବା ବନ୍ଦ ରହିବ ବୋଲି ଆଜି ଜରୁରୀ ସୂଚନା ଦିଆଯାଇଛି l ତେବେ ସମ୍ପୂର୍ଣ ବରଗଡ଼ ସହର ପ୍ରଭାବିତ ହେବ ବୋଲି ସୂଚନା ଦିଆଯାଇଛି | ଏନେଇ ଜନସାଧାରଣଙ୍କୁ ସହଯୋଗ ପାଇଁ ବିଦ୍ୟୁତ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି |
Share
Read More News
T & C
Privacy Policy
Contact Us
Your browser does not support JavaScript!