Download Now Banner

This browser does not support the video element.

ବଲାଙ୍ଗୀର: ଜିଲ୍ଲାରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ବର୍ଷା ସହିତ ବିଜୁଳି ସହ ବଜ୍ରପାତ ହେବାର ସମ୍ଭାବନା ୟେଲୋ ୱର୍ଣି ଜାରୀ କଲା ପାଣି ପାଗ ବିଭାଗ

Balangir, Balangir | Aug 6, 2025
ବଲାଙ୍ଗୀର ପାଣିପାଗ ବଲାଙ୍ଗୀର ଜିଲ୍ଲା ସମେତ ସମସ୍ତ ଓଡ଼ିଶା ରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ବର୍ଷା ସହିତ ବିଜୁଳି ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ତେଣୁ ଜିଲ୍ଲାକୁ ୟେଲୋ ୱର୍ଣିଂ ଜାରୀ କରା ଯାଇଛି।ଭୁବନେଶ୍ୱର ପାଣି ପାଗ କେନ୍ଦ୍ର ଦ୍ୱାରା ଜାରି କରାଯାଇଥିବା ଚେତାବନୀ ଅନୁସାରେ, ବଲାଙ୍ଗୀରରେ ମଧ୍ୟ ଭାରି ବର୍ଷା ହେବାର ସମ୍ଭାବନା ଅଛି।ତେବେ ଏହି ବର୍ଷା ସହିତ ୩୦-୪୦ କି.ମି. ପ୍ରତି ଘଣ୍ଟା ବେଗରେ ପବନ ବହିପାରେ। ତେଣୁ ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ଓ ଆବଶ୍ୟକ ନିରାପତ୍ତାମୂଳକ ବ୍ୟବସ୍ଥା ନେବାକୁ ଜିଲ୍ଲା ପାଣି ପାଗ ତରଫ ରୁ ଅନୁରୋଧ କରାଯାଛି
Read More News
T & CPrivacy PolicyContact Us