Download Now Banner

This browser does not support the video element.

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ତାରାସିଙ୍ଗି ଥାନା ବଡଖଣ୍ଡା ଗ୍ରାମ ରେ ସାପ କାମୁଡାରେ ଜଣେ ନାବାଳିକା ର ମୃତ୍ୟୁ ହୋଇଥିବାର ଖବରମିଳିଛି ।

Bhanjanagar, Ganjam | Sep 7, 2025
ଗଞ୍ଜାମ ଜିଲ୍ଲା ତାରାସିଙ୍ଗି ଥାନା ବଡଖଣ୍ଡା ଗ୍ରାମ ରେ ସାପ କାମୁଡାରେ ଜଣେ ନାବାଳିକା ର ମୃତ୍ୟୁ ହୋଇଥିବାର ଖବରମିଳିଛି । ନାବାଳିକା ଜଣକ ନିଜ ଘରେ ଶୋଇଥିବା ବେଳେ ଏକ ବିଷଧର ସାପ, ତାଙ୍କୁ କାମୁଡି ଦେଇଥିଲା । ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବେଲଗୁଣ୍ଠା ଏବଂ ପରେ ଭଂଜନଗର ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ବେଳେ ଆଜି ଦିନ 11 ଘଣ୍ଟ ସମୟରେ ତାରାସିଙ୍ଗି ପୋଲିସ ପ୍ରଶାସନ ପକ୍ଷରୁ ଗଣମାଧ୍ୟମ କୁ ସୂଚନା ଦିଆଯାଇଛି ।
Read More News
T & CPrivacy PolicyContact Us