Download Now Banner

This browser does not support the video element.

ଫୁଲବାଣୀ ସହର: ଏକ ଦିବସୀୟ ତାଲିମ ଶିବିର, ସାପ କାମୁଡା ଏବଂ ବଜ୍ରପାତ ଫୁଲବାଣୀ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସଭା ଗୃହରେ ଅନୁଷ୍ଠିତ

Phulabani Town, Kandhamal | Sep 1, 2025
ଏକ ଦିବସୀୟ ତାଲିମ ଶିବିର, ସାପ କାମୁଡା ଏବଂ ବଜ୍ରପାତ ଫୁଲବାଣୀ ଠାରେ ଅନୁଷ୍ଠିତ. ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସଭା ଗୃହରେ ଅନୁଷ୍ଠିତ ହୋଇଛି. ଅତିରିକ୍ତ ଜିଲ୍ଲାପାଳ ଙ୍କସହ ବହୁ ପ୍ରଶାସନିକ ଅଧିକାରୀ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ. ସାପ କାମୁଡ଼ିଲେ କିପରି ସମସ୍ତେ କିପରି ଚିକିତ୍ସା କରିବେ ଏବଂ ବଜ୍ରପାତ ହେଲେ କିପରି ସୁରକ୍ଷା ପାଇଁ ପଦକ୍ଷେପ ନିଆଯିବ ସେ ଉପରେ ସୂଚନା ପ୍ରଦାନ କରାଯାଇଥିଲା.
Read More News
T & CPrivacy PolicyContact Us