Install App
parikhita02
This browser does not support the video element.
ଆଠମଲ୍ଲିକ: ଅବକାରୀ ଚଢ଼ାଉ 2 ଗିରଫ . ଅନୁଗୋଳ ଜିଲ୍ଲା ହଣ୍ଡପା ଥାନା କଣ୍ଡlଳ ଗ୍ରାମର ପ୍ରବୀଣ ପ୍ରଧାନ ଙ୍କ ଘର ଉପରେ ମଙ୍ଗଳବାର ଦିନ ଅପରାହ୍ନ 1 ଟା ରେ
Athmallik, Angul | Sep 9, 2025
ବଇଣ୍ଡା ଓ ଅବକାରୀ ବିଭାଗ ଚଢ଼ାଉ 10 ଲିଟର ଚୋରା ଦେଶୀ ମହୁଲି ମଦ ଜବତ କରିଛି l ଏଥିସହ ତାଙ୍କୁ ଗିରଫ କରିଛି l ସେହି ପରି ଧୋବଣୀ ବେହେରା ଙ୍କ ଘରୁ 15 ଲିଟର ଚୋରା ଦେଶୀ ମହୁଲି ମଦ ଜବତ କରିଛି l ତାଙ୍କୁ ମଧ୍ୟ ଗିରଫ କରା ଯାଇଛି l ଏ ମାନେ ଘରେ ବେଆଇନ ଭାବରେ ଚୋରା ରେ ମଦ ବିକ୍ରି କରୁଥିବା ବେଳେ ଖବର ପାଇ ଅବକାରୀ ଟିମ ଚଢ଼ାଉ କରି ଗିରଫ କରିଥିଲା l
Share
Read More News
T & C
Privacy Policy
Contact Us
Your browser does not support JavaScript!