Install App
baripada_news
This browser does not support the video element.
ବାରିପଦା ମ୍ୟୁନିସିପାଲଟି: ବାରିପଦା ଷ୍ଟେସନ ବଜାରର ବିବାହ ମଣ୍ଡପରେ ଆରମ୍ଭ ହେଲା ଆଦର୍ଶ ସମ୍ୱନ୍ୱିତ ସ୍ୱାସ୍ଥ୍ୟ ଶିବିର; ମନ୍ତ୍ରୀ ଦେଲେ ପ୍ରତିକ୍ରିୟା
Baripada M, Mayurbhanj | Sep 8, 2025
ଆଜି ଅର୍ଥାତ ସୋମବାର ଠାରୁ ୩ ଦିନ ଧରି ବାରିପଦା ଷ୍ଟେସନ ବଜାର ନିକଟ ବିବାହ ମଣ୍ଡପ ଠାରେ ଆରମ୍ଭ ହୋଇଛି ଆଦର୍ଶ ସମ୍ୱନ୍ୱିତ ସ୍ୱାସ୍ଥ୍ୟ ଶିବିରର। ଏହାର ଉଦଘାଟନୀ ଉତ୍ସବରେ ଦିନ ପ୍ରାୟ ୧୨ଟାରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷଚନ୍ଦ୍ର ମହାପାତ୍ର ଯୋଗଦାନ କରି ସେଠାରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
Share
Read More News
T & C
Privacy Policy
Contact Us
Your browser does not support JavaScript!