Download Now Banner

This browser does not support the video element.

ରାଇରଙ୍ଗପୁର ସହର: ନାଉଯୋଡ଼ା ଗାଁ ନିକଟ ବାଇକ ଦୁର୍ଘଟଣାରେ ଯୁବକ ଗୁରୁତର

Rairangpur Town, Mayurbhanj | Sep 20, 2024
ଆଜି ସକାଳ ୮ ଟା ସମୟ ନାଉଯୋଡା ଗାଁ ନିକଟ ମୁଖ୍ୟ ମାର୍ଗରେ ବାଇକ ଆରୋହୀ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହା ପରେ ସ୍ଥାନୀୟ ଲୋକ ମାନେ ଗୁରୁତର ଯୁବକ ରାମେଶ୍ୱର ଟୁଡୁ ଙ୍କୁ ଆମ୍ବୁଲାନ୍ସ ଯୋଗେ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଉକ୍ତ ଯୁବକ ସେଠାରେ ଚିକିତ୍ସିତ ହେଉଥିବା ଜଣାପଡିଛି
Read More News
T & CPrivacy PolicyContact Us