Download Now Banner

This browser does not support the video element.

କେସିଙ୍ଗା: କଶ୍ରୁପଡା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଗୋଚର ଜମିକୁ ନେଇ ସୁକୁନାଭଟା ଗ୍ରାମବାସୀ ଗାଈ ଗୋରୁ ରଖି ଦେଇ ଦେଲେ ଧାରଣା l

Kesinga, Kalahandi | Jun 30, 2025
କେସିଙ୍ଗା ବ୍ଲକ କଶ୍ରୁପଡା ପଞ୍ଚାୟତ ସୁକୁନାଭଟା ଗାଁର ଅନେକ ଚାଷୀ ଆଜି ସକାଳ ୮ ଟା ସମୟ ବେଳେ କଶ୍ରୁପଡା ଠାରେ ଥିବା ରାଜସ୍ବ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ କୁ ଚାଷୀମାନେ ନିଜନିଜ ଗାଈଗୋରୁ ନେଇ ଧାରଣା ଦେଇଥିଲେ l ଉକ୍ତ ବିଭାଗ ଅଧୀନରେ ସୁକୁନାଭଟା ଗ୍ରାମ ଅଞ୍ଚଳରେ ଗୋଚର ଜମି ୫୨ ଏକର ଏବଂ ଜଳଚର ଜମି ୨୦ ରୁ ୪୦ ଏକର ଗ୍ରାମବାସୀ ମତ ଦେଉଥିବା ବେଳେ ବର୍ତ୍ତମାନ ତାହା କିଛି ସ୍ଥାନୀୟ ଲୋକେ ସେହି ଜମି ମାନଙ୍କୁ ନିଜ କବ୍ଜା ସହ ଜବରଦଖଲ କରି ରଖିଛନ୍ତି l ଫଳରେ ଏବେ ବର୍ଷାଦିନ ଲାଗିରହିଥିବାରୁ ଗାଈଗୋରୁ କେଉଁଠି ଚରିବେ ସ୍ଥାନ ଅଭାବରୁ ଆଜି ଏଭଳି ଚାଷୀମାନେ ଧାରଣା ଦେଇଥିଲେ l ଉକ୍ତ ବିଷୟ
Read More News
T & CPrivacy PolicyContact Us