This browser does not support the video element.
ସୋନପୁର: ଲକ୍ଷ୍ମୀମୁଣ୍ଡା ଗାଁରେ ଅଘଟଣ କୂଅରେ ପଡିଯାଇ ନାବାଳିକା ମୃତ ।
Sonapur, Subarnapur (Sonepur) | Sep 6, 2025
ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ମରାଡୋଗୋଚ୍ଛା ପଂଚାୟତର ଲକ୍ଷ୍ମୀମୁଣ୍ଡା ଗାଁରେ ଘଟିଯାଇଛି ଏଭଳି ଏକ ଅଭାବନୀୟ ଅଘଟଣ । ମୃତ ନାବାଳିକା ଜଣକ ହେଲେ ସେହି ଗାଁର ଗଣେଶ କୁଦେଇଙ୍କ ୧୪ ବର୍ଷୀୟ ଝିଅ ପ୍ରେମକାନ୍ତି କୁଦେଇ । ଆଜି ଦିନ ୧୧ ଘଂଟା ସମୟରେ ପ୍ରେମକାନ୍ତି ଘର ପାଶ୍ୱର୍ରେ ଥିବା କୂଅରୁ ଗାଧୋଇବା ପାଇଁ ପାଣି କାଢୁଥିବାବେଳେ କୂଅରେ ପଡିଯାଇଥିଲେ । ତେବେ ସେତେବେଳେ ଘରେ କହିନଥିବାରୁ ଘଟଣା ସମ୍ପର୍କରେ କେହି ଜାଣିପାରିନଥିଲେ । ପରେ ପରିବାର ଲୋକ ଆସି ପ୍ରେମକାନ୍ତିଙ୍କୁ ଘରେ ନପାଇ ଖୋଜାଖୋଜି କଲାପରେ କୂଅରେ ଗରା ଭାସୁଥିବା ଦେଖି ସନ୍ଦେହରେ ଦମକଳବାହିନୀ କର୍ମକର୍ତାଙ୍କୁ ।