This browser does not support the video element.
ଦିଗପହଣ୍ଡି: ଚୁଡ଼ଙ୍ଗପୁର ଗ୍ରାମ ନିକଟ କେନାଲରେ ଗାଧୋଉଥିବା ବେଳେ ଭାସି ଯାଇ ବୃଦ୍ଧା ନିଖୋଜ
Digapahandi, Ganjam | Sep 18, 2024
ଦିଗପହଣ୍ଡି ଥାନା ଚୁଡୁଙ୍ଗପୁର ଗ୍ରାମ ର ସ୍ୱର୍ଗତ କନ୍ତାରୁ ପାତ୍ରଙ୍କ ବିଧବା ସ୍ତ୍ରୀ ଏମ.ଅରାଲୁ ପାତ୍ର (୬୪) ନାମକ ଜଣେ ବୃଦ୍ଧା ବୁଧବାର ସନ୍ଧ୍ୟା ପ୍ରାୟ ୫ ଟାରେ ହାଇସ୍କୁଲ ନିକଟ ରାସ୍ତାକଡ ରେ ଥିବା ଘୋଡ଼ାହାଡ଼ କେନାଲ ରେ ଗାଧୋଉଥିବା ବେଳେ ପାଣିସ୍ରୋତ ରେ ଭାସି ଯାଇ ନିଖୋଜ ଥିବା ଜଣାପଡିଛି।