Download Now Banner

This browser does not support the video element.

କବିସୂର୍ଯ୍ୟନଗର: ବେଗୁନିଆପଡ଼ା ନିକଟରେ ଟ୍ରିପଲ ରାଇଡିଂ ଯୋଗୁଁ ୩ ଜଣ ଚାଳକଙ୍କୁ ଅଟକ ରଖିବା ସହ ବାଇକକୁ ଜବତ କଲା ପୋଲିସ

Kabisuryanagar, Ganjam | Aug 10, 2025
ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ପୋଲିସ ରବିବାର ରାତ୍ର 8 ଘଣ୍ଟ ସମୟରେ ବେଗୁନିଆପଡା ବଜାର ନିକଟରୁ ଟ୍ରିପଲ ରାଇଡିଙ୍ଗ ଯୋଗୁଁ ତିନି ଜଣ ଚାଳକଙ୍କୁ ଅଟକ ସହ ବାଇକକୁ ଜବତ କରିଛି । ବାଇକ ଚାଳକ ହେଲେ ଏହି ଥାନା ଅନ୍ତର୍ଗତ ମୁଣ୍ଡୁଳା ଗ୍ରାମର ବାବୁ ବେହେରା ଓ ହିମାଂଶୁ ଲେଙ୍କା ଓ କୋଦଳା ଥାନା ଅନ୍ତର୍ଗତ କଞ୍ଚଣା ଗ୍ରାମର ମାଧବ ମହାପାତ୍ର । ପୋଲିସ ପେଟ୍ରୋଲିଙ୍ଗ ସମୟରେ ଧରାପଡ଼ି ଥିଲେ । ଏହି ତିନି ଜଣଙ୍କୁ ଅଟକ ସହ ବାଇକ ନମ୍ବର OD 02 CS 9220, OD 02 CL 6590 ଏବଂ OD 07 L 2867 କୁ ଜବତ କରି ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।
Read More News
T & CPrivacy PolicyContact Us