This browser does not support the video element.
ଢେଙ୍କାନାଳ ସଦର: ଗଣେଶ ବଜାରରୁ ପୋଲିସ ଦ୍ୱାରା ଯୁବକଙ୍କ ମୃତଦେହ ଉଦ୍ଧାର
Dhenkanal Sadar, Dhenkanal | Sep 13, 2025
ଢେଙ୍କାନାଳ ସହରସ୍ଥ ଟାଉନ ଥାନା ଗଣେଶ ବଜାରରେ ଜଣେ ଯୁବକଙ୍କ ମୃତ ଦେହ ପୋଲିସ ଉଦ୍ଧାର କରିଛି। ଯୁବକ ଜଣଙ୍କ କିଏ ତାଙ୍କର ପରିଚୟ କଣ ଏବଂ କେଉଁ କାରଣରୁ ମୃତ୍ୟୁ ହୋଇଛି ତାହାର କାରଣ ଜଣା ପଡିନ ଥିବା ବେଳେ ପୋଲିସ ମୃତ ଦେହକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି। ଏବଂ ଏହାର ତଦନ୍ତ କରିଛି। ପରିଚୟ ମିଳିବାପରେ ଶବ ବ୍ୟବଛେଦ ରିପାର୍ଟ ଆସିବା ପରେ ମୃତ୍ୟୁର କାରଣରୁ ପରଦା ହଟିବ ।