This browser does not support the video element.
ବରଗଡ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କନଫ୍ରେନ୍ସ ହଲ ଠାରେ ଅନୁଷ୍ଠିତ ହେଲା ଜିଲ୍ଲା ସ୍ତରୀୟ କର୍ମଶାଳା
Bargarh, Bargarh (Baragarh) | Sep 1, 2025
ଆଦି କର୍ମଯୋଗୀ ଅଭିଯାନର ଜିଲ୍ଲା ସ୍ତରୀୟ କର୍ମଶାଳା ଜିଲ୍ଲାପାଳଙ୍କ କନଫ୍ରେନ୍ସ ହଲ ଠାରେ ସୋମବାର ସନ୍ଧ୍ୟା 6 ଘଣ୍ଟା ସମୟରେ ଅନୁଷ୍ଠିତ ହୋଇଯାଇଛି | ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲଙ୍କ ସଭାପତିତ୍ଵରେ ସମସ୍ତଙ୍କୁ କହିଥିଲେ ଯେ "ଆଦି କର୍ମଯୋଗୀ ଅଭିଯାନ ସମାବେଶୀ ଶାସନ ଏବଂ ଲୋକଙ୍କ ଅଂଶ ଗ୍ରହଣକୁ ସାକାର କରିବାରେ ଏକ ଐତିହାସିକ ପଦକ୍ଷେପ | କର୍ମଶାଳାରେ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଲଲାଟ କୁମାର ଲୁହାଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉପସ୍ଥିତ ଥିବା ବେଳେ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ମଳୟ କୁମାର ଶତପଥି ଯୋଜନା ବିଷୟରେ