Install App
jb034510
This browser does not support the video element.
ମାଲକାନଗିରି: କଂଗ୍ରେସ ଭବନ ଆଗରେ ବିଜେପି ପକ୍ଷରୁ କଂଗ୍ରେସର ପ୍ରଧାନମନ୍ତ୍ରୀଙ୍କ ମାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟକୁନେଇ ପ୍ରତିକ୍ରିୟା ରଖିଲେ ଜିଲ୍ଲା ସଭାପତି
Malkangiri, Malkangiri | Sep 1, 2025
ଆଜି ସୋମବାର ସନ୍ଧ୍ୟା ୬ ଘଟିକା ୩୦ ମିନିଟ ସମୟରେ ମାଲକାନଗିରି ଜିଲ୍ଲା ସଦର କଂଗ୍ରେସ ଭବନ ସମ୍ମୁଖରେ ବିଜେପି ପକ୍ଷରୁ କଂଗ୍ରେସର ପ୍ରଧାନମନ୍ତ୍ରୀଙ୍କ ମାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ଜିଲ୍ଲା ସଭାପତି ଅଶୋକ କୁମାର ପରିଡ଼ା। ଏହି ଅବସରରେ କଂଗ୍ରେସ ଭବନ ସମ୍ମୁଖରେ ରାହୁଲ ଗାନ୍ଧୀଙ୍କ କୁଶ ପୁତ୍ତଳିକା ଦାହ କରାଯିବା ସହ ବିଭିନ୍ନ ନାରା ଦେଇଥିଲେ ବିଜେପିର ମହିଳା ଓ ପୁରୁଷ କାର୍ଯ୍ୟକର୍ତ୍ତା।
Share
Read More News
T & C
Privacy Policy
Contact Us
Your browser does not support JavaScript!