This browser does not support the video element.
ଭଞ୍ଜନଗର: ଜଗନ୍ନାଥପ୍ରସାଦ ସହରର ବ୍ଲକ ଛକ ନିକଟରେ ଏକ ବ୍ୟବସାୟିକ ପ୍ରତିଷ୍ଠାନ ଉଦଘାଟନ କଲେ ବିଧାୟକ
Bhanjanagar, Ganjam | Aug 26, 2025
ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ସହରର ବ୍ଲକ ଛକ ନିକଟରେ ଅ।ଜି ଏକ ବ୍ୟବସାୟିକ ପ୍ରତିଷ୍ଠାନ ଉଦଘାଟନ ହୋଇଯାଇଛି । ଏହା ଅ।ଜି ସଂଧ୍ୟା 6 ଘନ୍ଟ ସମୟରେ ଉଦଘାଟନ ହୋଇଯାଇଥିବା ବେଳେ ମୁଖ୍ୟ ଅତିଥି ଭାବରେ ଭଂଜନଗର ବିଧାୟକ ଯୋଗ ଦେଇ ଉଦଘାଟନ କରିଥିଲେ । ଏଥିସହ ଜଗନ୍ନାଥପ୍ରସାଦ ବ୍ଲକର ଉପାଧ୍ୟକ୍ଷ ଙ୍କ ସମେତ ଜଗନ୍ନାଥପ୍ରସାଦ ଥାନା ଅଧିକାରୀ ଯୋଗ ଦେଇଥିବାର ସୂଚନା ମିଳିଛି । ତେବେ ଏହି ପ୍ରତିଷ୍ଠାନ ଉଦଘାଟନ ସମୟରେ ଜଗନ୍ନାଥପ୍ରସାଦ ବ୍ଲକର ବିଭିନ୍ନ ଗ୍ରାମ ପଂଚାୟତର ପଂଚାୟତ ପ୍ରତିନିଧି ମାନେ ମଧ୍ୟ ଯୋଗ ଦେଇଥିଲେ ।