Install App
baripada_news
This browser does not support the video element.
ବାରିପଦା ମ୍ୟୁନିସିପାଲଟି: ଲାୟନ୍ସ କ୍ଲବରେ ପୂର୍ବତନ ବାଚସ୍ପତି ତଥା ପରିବେଶ ମନ୍ତ୍ରୀ ପ୍ରସନ୍ନ କୁମାର ଦାଶଙ୍କ ୧୦୭ ତମ ଜୟନ୍ତୀ ପାଳିତ ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ
Baripada M, Mayurbhanj | Aug 27, 2025
ବାରିପଦା ସହରର ଲାୟନ୍ସ କ୍ଲବ ଠାରେ ବୁଧବାର ଦିନ ପ୍ରାୟ ୧୧ଟାରେ ପ୍ରସନ୍ନ କୁମାର ଦାଶଙ୍କ ସ୍ମୃତି କମିଟି ବାରିପଦା ଆନୁକୁଲ୍ୟରେ ପୂର୍ବତନ ବାଚସ୍ପତି ତଥା ପରିବେଶ ମନ୍ତ୍ରୀ ମହାନ ଜନ ନାୟକ ପ୍ରସନ୍ନ କୁମାର ଦାଶଙ୍କ ୧୦୭ ତମ ଜୟନ୍ତୀ ପାଳିତ ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!