Install App
mikipatro.7381497391
This browser does not support the video element.
ଝରିଗାଁ: ଝରିଗାଁ ଅଗ୍ନିଶମ ବିଭାଗ ତରଫରୁ ସଦର ମହକୁମା ସ୍ଥିତ ସରକାରୀ ବିଦ୍ୟାଳୟରେ ମକଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ
Jharigan, Nabarangpur | Jun 27, 2024
ଦିନ 11 ଘଣ୍ଟା ସମୟରେ ଝରିଗାଁ ଅଗ୍ନିସମ ସଂସ୍ଥା ଦ୍ୱାରା ଛାତ୍ରୀଛାତ୍ର ମାନଙ୍କୁ ମକ୍ ଡ୍ରିଲ ପ୍ରଦର୍ଶନ କରି ଛାତ୍ରୀଛାତ୍ର ମାନଙ୍କୁ ସଚେତନ କରାଇଥିଲେ । ଏଭଳି ସଚେତନ କାର୍ଯ୍ୟକ୍ରମ ପ୍ରତ୍ୟେକ ବିଦ୍ୟାଳୟରେ କରାଗଲେ ସମସ୍ତ ଛାତ୍ରୀ ଛାତ୍ର ଙ୍କ ମଧ୍ୟରେ ସାହସ ସହ ପରୋପକାର କରି ଧନ ଜୀବନ ରକ୍ଷା କରି ପାରନ୍ତେ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି |
Share
Read More News
T & C
Privacy Policy
Contact Us
Your browser does not support JavaScript!