Download Now Banner

This browser does not support the video element.

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଫାସିଗୁଡା ଗ୍ରାମର ପୂର୍ବତନ ସରପଂଚ ଅକାଳ ବିୟୋଗ ଘଟଣା ପରିବାରକୁ ଭେଟିଲେ କଂଗ୍ରେସ ର ପିସିସି ସମ୍ପାଦକ

Digapahandi, Ganjam | Sep 4, 2025
ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଫାସିଗୁଡା ଗ୍ରାମର ପୂର୍ବତନ ସରପଂଚ ଅକାଳ ବିୟୋଗ ଘଟଣି ପରିବାରକୁ ଭେଟିଲେ କଂଗ୍ରେସ ର ପିସିସି ସମ୍ପାଦକ ସାକା ସୁଜିତ କୁମାର । ସାକା ସୁଜିତ କୁମାର ଆଜି ନିଜ ସମର୍ଥକଙ୍କ ସହ ଉକ୍ତ ପରିବାର ପାଖରେ ପହଞ୍ଚି ସମ୍ବେଦନା ଜଣାଇବା ସହ ଗ୍ରାମବାସୀଙ୍କ ସହ ଆଲୋକପାତ କରିଛନ୍ତି । ଏଥିସହ ସହ ପୂର୍ବତନ ସରପଞ୍ଚଙ୍କ ଅକାଳ ବିୟୋଗ କୁ ନେଇ ଦୁଖ ପ୍ରକାଶ କରିବା ସହ ସେମାନଙ୍କ ପରିବାର ସଦସ୍ୟଙ୍କୁ ସମସ୍ତ ପ୍ରକାର ସହଯୋଗ ପାଇଁ ପିସିସି ସମ୍ପାଦକ ପ୍ରତିଶୃତି ଦେଇଛନ୍ତି ।
Read More News
T & CPrivacy PolicyContact Us