Download Now Banner

This browser does not support the video element.

ସୋନପୁର: ରାମପୁର ସୋସାଇଟି ନିକଟ ଅନ୍ଧାରିଆ ରାସ୍ତାରୁ ସୁନାଚେନ ଲୁଟ, ଥାନାରେ ମାମଲା ରୁଜୁ

Sonapur, Subarnapur (Sonepur) | Sep 6, 2025
ସୂଚନା ଅନୁସାରେ ଗତକାଲି ରାତି 7 ଟାରୁ 8 ଟା ମଧ୍ୟରେ କୁଳମଣି ଭୋଇ ନାମକ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ଶହ ବାଇକ ଯୋଗେ ଶଶୁର ଘରୁ ନିଜ ଗ୍ରାମ ଟାଙ୍ଗର କରଲେ ଫେରୁଥିବା ବେଳେ, ରାମପୁର ସୋସାଇଟି ନିକଟ ଅନ୍ଧାରିଆ ରାସ୍ତାରେ ୩ ଜଣ ଦୁର୍ବୁତ୍ତ ଅଟକାଇ କୁଳମଣିଙ୍କ ସ୍ତ୍ରୀଙ୍କ ବେକରୁ ସୁନା ଚେନ ଲୁଟିନେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ l ଘଟଣା ପରେ କୁଳମଣି ରାମପୁର ଥାନାର ଦ୍ୱାରସ୍ତ ହୋଇ ଏନେଇ ଲିଖିତ ଅଭିଯୋଗ କରିଥିଵା ବେଳେ, ରାତି 11.27 ମିନିଟ ସମୟରେ ରାମପୁର ଥାନା କେଶ ନମ୍ବର 140/25,ବି ଏନ ଏ
Read More News
T & CPrivacy PolicyContact Us