Install App
boudhtahasilkhabar
This browser does not support the video element.
ବୌଦ୍ଧ ସଦର: ସଗଡା ସେବା ସମବାୟ ସମିତିରେ ଟଙ୍କା ବାନ୍ଧି ସାର ପାଉନାହାନ୍ତି ଚାଷୀ, ସମାଧାନ ପାଇଁ ଦାବି #jansamasya
Baudh Sadar, Boudh (Bauda) | Aug 22, 2025
ବୌଦ୍ଧ ଜିଲ୍ଲା ଶଗଡା ସେବା ସମବାୟ ସମିତିରେ ଚାଷୀ ଶୋଷଣର ଶିକାର ଅଭିଯୋଗ l ସମବାୟ ସମିତିରେ ୟୁରିଆ ସାର ପାଇବା ପାଇଁ ଜଣପିଛା ଚାଷୀ ୨୫୦୦ ଲେଖାଏ ଟଙ୍କା ବାନ୍ଧିଥିଲେ l ହେଲେ ଚାଷୀଙ୍କୁ ଆଜି ପର୍ଯ୍ୟନ୍ତ ସାର ମିଳିପାରିନାହିଁ
Share
Read More News
T & C
Privacy Policy
Contact Us
Your browser does not support JavaScript!