Download Now Banner

This browser does not support the video element.

ଢେଙ୍କାନାଳ ସଦର: ସିମିଳିଆ ନିକଟ ବିବେକାନନ୍ଦ ପ୍ରଭାତ ଶାଖାରେ ମନ୍ତ୍ରୀ

Dhenkanal Sadar, Dhenkanal | Sep 10, 2025
ପବିତ୍ର ଆଶ୍ୱିନ ମାସ କୃଷ୍ଣ ପକ୍ଷ ତୃତୀୟା ତିଥିର ଶୁଭ ଅବସରରେ ଢେଙ୍କାନାଳ ସହର ସିମିଳିଆ ନିକଟ ବିବେକାନନ୍ଦ ପ୍ରଭାତ ଶାଖା ପରିସରରେ ରାଷ୍ଟ୍ର ଗଠନରେ ସଦା ସମର୍ପିତ ତଥା ରାଷ୍ଟ୍ରସେବା, ସଂସ୍କୃତି ସୁରକ୍ଷା ଏବଂ ମା’ ଭାରତୀଙ୍କ ପାଇଁ ସମର୍ପିତ ସ୍ୱୟଂସେବକ ଭାଇମାନଙ୍କ ସହ ଯୋଗାସନ, ବ୍ୟାୟାମ ଯୋଗ,ପ୍ରାର୍ଥନା ଆଦି ବିଭିନ୍ନ ପ୍ରକାର ଶାରୀରିକ ଅଭ୍ୟାସ କାର୍ଯ୍ୟରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗ ଦେଇଥିଲେ ।
Read More News
T & CPrivacy PolicyContact Us